അർത്ഥം : ଅଧିକ ହେବାର ଅବସ୍ଥା ବା ଭାବ
ഉദാഹരണം :
ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
പര്യായപദങ്ങൾ : ଅଧିକତା, ଅମିତତା, ଅସୀମତା ଅନନ୍ତତା, ଆଧିକ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
मान, मात्रा आदि में अधिक होने की अवस्था या भाव।
धन की अधिकता से वह घमण्डी हो गया है।