പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ବହିଷ୍କୃତ എന്ന വാക്കിന്റെ അർത്ഥവും ഉദാഹരണവും.

ବହିଷ୍କୃତ   ବିଶେଷଣ

അർത്ഥം : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ

ഉദാഹരണം : ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ

പര്യായപദങ്ങൾ : ବିତାଡ଼ିତ

അർത്ഥം : ଯାହାକୁ ବାହାର କରିଦିଆ ଯାଇଛି

ഉദാഹരണം : ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି

പര്യായപദങ്ങൾ : ବାହାର କରାଯାଇଥିବା


മറ്റ് ഭാഷകളിലേക്കുള്ള വിവർത്തനം :

जिसे निकाल दिया गया हो।

अवसृष्ट बहू घर के दरवाजे के बाहर ही बैठी रही।
अवसृष्ट, निकाला हुआ

അർത്ഥം : ବାହାର କରାଯାଇଥିବା

ഉദാഹരണം : ବହିଷ୍କୃତ ବ୍ୟକ୍ତିମାନଙ୍କ ପୁନଃ ଥଇଥାନ ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ

പര്യായപദങ്ങൾ : ଦୂରୀକୃତ, ନିଷ୍କାସିତ


മറ്റ് ഭാഷകളിലേക്കുള്ള വിവർത്തനം :

निकाला या बाहर किया हुआ।

निष्कासित व्यक्तियों के पुनर्वास की समस्या अब तक नहीं सुलझ पाई है।
निकासित, निर्वासित, निष्काशित, निष्कासित

അർത്ഥം : ଯେଉଁମାନେ ବାଦ୍ ପଡ଼ିଥାନ୍ତି

ഉദാഹരണം : ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ

പര്യായപദങ്ങൾ : ବିତାଡ଼ିତ


മറ്റ് ഭാഷകളിലേക്കുള്ള വിവർത്തനം :

बाहर किया या निकाला हुआ।

प्रतियोगिता से बहिष्कृत खिलाड़ियों को सफाई पेश करने का एक और मौका दिया जाएगा।
अवकृष्ट, ख़ारिज, खारिज, बहिष्कृत

Excluded from a society.

friendless, outcast

അർത്ഥം : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ

ഉദാഹരണം : ବହିଷ୍କୃତ ଖେଳାଳି ନିରାଶ ଥିଲା

പര്യായപദങ്ങൾ : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ


മറ്റ് ഭാഷകളിലേക്കുള്ള വിവർത്തനം :

* जो स्ट्राइकआउट द्वारा बाहर हो गया हो (खेल में)।

डाउन खिलाड़ी निराश था।
डाउन, बाहर हुआ

Being put out by a strikeout.

Two down in the bottom of the ninth.
down

അർത്ഥം : ବହିଷ୍କାର କରାଯାଇଥିବା

ഉദാഹരണം : ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା