അർത്ഥം : ନାଭି ତଳେ ଥିବା ଯେଉଁ ଭିତର ଅଂଶରେ ମୂତ୍ର ସଂଚିତ ହୋଇ ରହେ
ഉദാഹരണം :
ବେଳେ ବେଳେ ମୂତ୍ରାଶୟରେ ପଥର ରୋଗ ହୋଇଥାଏ
പര്യായപദങ്ങൾ : ମୂତ୍ରାଶୟ
മറ്റ് ഭാഷകളിലേക്കുള്ള വിവർത്തനം :
A membranous sac for temporary retention of urine.
urinary bladderഅർത്ഥം : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
ഉദാഹരണം :
ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
പര്യായപദങ്ങൾ : ଆବାଦି, ଜନସଂଖ୍ୟା, ପଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
किसी नगर या देश आदि में बसनेवाले मनुष्यों की कुल संख्या।
भारत की जनसंख्या तेज़ी से बढ़ रही है।The people who inhabit a territory or state.
The population seemed to be well fed and clothed.അർത്ഥം : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
ഉദാഹരണം :
ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
പര്യായപദങ്ങൾ : କଲୋନୀ
മറ്റ് ഭാഷകളിലേക്കുള്ള വിവർത്തനം :
An area where a group of families live together.
settlement