അർത്ഥം : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
ഉദാഹരണം :
ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
പര്യായപദങ്ങൾ : ବ୍ୟାଗ, ସ୍କୁଲବ୍ୟାଗ
മറ്റ് ഭാഷകളിലേക്കുള്ള വിവർത്തനം :
A bag for carrying school books and supplies.
Found just the right dictionary to fit into his schoolbag.അർത്ഥം : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
ഉദാഹരണം :
ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
പര്യായപദങ്ങൾ : ଆବରଣ
മറ്റ് ഭാഷകളിലേക്കുള്ള വിവർത്തനം :