അർത്ഥം : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
ഉദാഹരണം :
ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
പര്യായപദങ്ങൾ : ସ୍ଥିର ହୋଇଯିବା
മറ്റ് ഭാഷകളിലേക്കുള്ള വിവർത്തനം :
Remove by passing through a filter.
Filter out the impurities.അർത്ഥം : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
ഉദാഹരണം :
ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
പര്യായപദങ്ങൾ : ଧସିଯିବା, ଭୁଷୁଡ଼ି ପଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
ഉദാഹരണം :
ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
പര്യായപദങ്ങൾ : ଚେପାହୋଇଯିବା, ଦାବିହୋଇଯିବା
മറ്റ് ഭാഷകളിലേക്കുള്ള വിവർത്തനം :