അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପ୍ରହ୍ଲାଦଙ୍କ ନାତି ତଥା ବିରୋଚନଙ୍କ ପୁଅ ଜଣେ ମହାଦାନୀ ଦୈତ୍ୟରାଜ
ഉദാഹരണം : ବଳିଙ୍କୁ ପ୍ରତାରଣା କରିବାପାଇଁ ଭଗବାନ ବାମନଅବତାର ଧାରଣ କରିଥିଲେ
പര്യായപദങ്ങൾ : ଇନ୍ଦ୍ରସେନ, ବିରୋଚନ ସୁତ, ରାଜା ବଳି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
प्रह्लाद के पौत्र तथा विरोचन के पुत्र एक महादानी दैत्यराज।
A prince or king in India.
അർത്ഥം : ବଳି ଦେବା କାର୍ଯ୍ୟ
ഉദാഹരണം : ସେ ମନ୍ଦିରରେ ଛେଳି ବଳି ଦେଲା
പര്യായപദങ്ങൾ : ଉତ୍ସର୍ଗ, ବଳିଦାନ
बलि देने का कार्य।
The act of killing (an animal or person) in order to propitiate a deity.
അർത്ഥം : କୌଣସି ଦେବତା ନାମରେ ମରା ଯାଉଥିବା ପଶୁ
ഉദാഹരണം : କିଛିଲୋକ ବଳି ପଶୁ ମାଂସ ରୋଷେଇକରି ପ୍ରସାଦ ଭାବରେ ଗ୍ରହଣ କରନ୍ତି
പര്യായപദങ്ങൾ : ପଶୁବଳି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
किसी देवता के नाम पर मारा जानेवाला पशु।
ഇൻസ്റ്റാൾ ചെയ്യുക