അർത്ഥം : କୃଷ୍ଣଙ୍କ ବଡ଼ ଭାଇ ଯିଏ ରୋହିଣୀଙ୍କ ପୁତ୍ର ଥିଲେ
ഉദാഹരണം :
ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ
പര്യായപദങ്ങൾ : କାମପାଳ, ବଳଦେବ, ବଳଭଦ୍ର, ବଳରାମ, ରେବତୀରମଣ, ରେବତୀଶ, ଲାଙ୍ଗଳୀ, ସଂକର୍ଷଣ, ହଳଧର
മറ്റ് ഭാഷകളിലേക്കുള്ള വിവർത്തനം :
कृष्ण के बड़े भाई जो रोहिणी के पुत्र थे।
बलराम शेषनाग के अवतार माने जाते हैं।Elder brother of Krishna. An incarnation of Vishnu.
balaramaഅർത്ഥം : ଶରୀରର ବଳ
ഉദാഹരണം :
ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ
പര്യായപദങ്ങൾ : ଜୋର, ତାକତ, ଦମ, ଶାରୀରିକ ବଳ, ଶାରୀରିକ ଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
शरीर का बल।
पौष्टिक भोजन न मिलने पर ताक़त कम हो जाती है।Physical energy or intensity.
He hit with all the force he could muster.അർത്ഥം : ଜଣେ ଅସୁର
ഉദാഹരണം :
ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଅସୁରକୁ ଇନ୍ଦ୍ର ମାରିଥିଲେ
ഉദാഹരണം :
ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଶକ୍ତିରେ ଆମେ କାହାରି କିଛି କରିପାରୁ
ഉദാഹരണം :
ତା ଉପରେ ଆମର କୌଣସି ଜୋର୍ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ഉദാഹരണം :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
പര്യായപദങ്ങൾ : ତାକତ୍, ପାରିବାପଣ, ଶକ୍ତି, ସମର୍ଥନ
മറ്റ് ഭാഷകളിലേക്കുള്ള വിവർത്തനം :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।അർത്ഥം : ରାଜ୍ୟ ବା ଶାସନର ସଶସ୍ତ୍ର ସୈନିକ ଆଦିଙ୍କର ଯେଉଁ ବର୍ଗଙ୍କ ସହାୟତାରେ ଯୁଦ୍ଧ,ସୁରକ୍ଷା,ଶାନ୍ତି ସ୍ଥାପନ ଆଦି କାର୍ଯ୍ୟ ହୋଇଥାଏ
ഉദാഹരണം :
ଆମ ରାଜ୍ୟରେ ପୋଲିସ ବଳ ବହୁତ ସଶକ୍ତ
പര്യായപദങ്ങൾ : ଫୋର୍ସ
മറ്റ് ഭാഷകളിലേക്കുള്ള വിവർത്തനം :