അർത്ഥം : ବାଦଲରୁ ଜଳ ତଳେ ପଡ଼ିବା
ഉദാഹരണം :
ଇନ୍ଦ୍ର ନିଜର ବଳ ଦେଖେଇବାପାଇଁ ଖୁବ ଜଳ ବୃଷ୍ଟିକଲେ
പര്യായപദങ്ങൾ : ବର୍ଷାକରିବା, ବୃଷ୍ଟିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
बादल से जल नीचे गिराना।
इन्द्र ने अपनी ताकत दिखाने के लिए खूब पानी बरसाया।അർത്ഥം : ବର୍ଷା ଜଳ ପରି ଉପରୁ ବା ଇଆଡ଼ୁସିଆଡ଼ୁ ନିରନ୍ତର ଅଧିକ ମାତ୍ରାରେ କୌଣସି ବସ୍ତୁ ଆଦି ପକେଇବା
ഉദാഹരണം :
ଛବିଶ ଜାନୁଆରୀ ଦିନ ହେଲିକ୍ୟାପଟରରୁ ଫୁଲ ବର୍ଷାକରାଗଲା
പര്യായപദങ്ങൾ : ବର୍ଷା କରିବା, ବର୍ଷେଇବା
മറ്റ് ഭാഷകളിലേക്കുള്ള വിവർത്തനം :
वर्षा के जल के समान ऊपर या इधर-उधर से निरन्तर अधिक मात्रा में कोई वस्तु आदि गिराना।
छब्बीस जनवरी के दिन हेलिकाप्टर ने फूल बरसाये।