അർത്ഥം : କୌଣସି ବସ୍ତୁ ଆଦି ଅଧିକ ମାତ୍ରାରେ ଉପରୁ ପଡ଼ିବା ବା ପକେଇବାର ପ୍ରକ୍ରିୟା
ഉദാഹരണം :
ଭକ୍ତମାନେ ମହାତ୍ମାଜୀଙ୍କ ଉପରେ ପୁଷ୍ପ ବର୍ଷା କଲେ
പര്യായപദങ്ങൾ : ବୃଷ୍ଟି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜିନିଷର ବହୁତ ଅଧିକ ମାତ୍ରା ବା ସଂଖ୍ୟାରେ ଖସିବା ବା ପଡିବା କ୍ରିୟା
ഉദാഹരണം :
ଏଭଳି ପଇସା ବୃଷ୍ଟି ସେ ଆଗରୁ କେବେ ଦେଖି ନଥିଲେପଥର ବର୍ଷାରୁ ରକ୍ଷାପାଇବା ପାଇଁ ପୋଲିସ ଗୁଳି ଚଳାଇଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାଦଲରୁ ଝରୁଥିବା ଜଳବୁନ୍ଦା
ഉദാഹരണം :
ସେ ବର୍ଷାରେ ଭିଜି ଗଲା
മറ്റ് ഭാഷകളിലേക്കുള്ള വിവർത്തനം :