അർത്ഥം : ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି
ഉദാഹരണം :
ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ
പര്യായപദങ്ങൾ : ଜୀବ ବର୍ଗୀକରଣାତ୍ମ୍କ ବର୍ଗ, ଟେକ୍ସୋନୋମିକ ଗ୍ରୁପ
മറ്റ് ഭാഷകളിലേക്കുള്ള വിവർത്തനം :
जंतु या वनस्पति वर्ग जिनमें प्राकृतिक संबंध हों।
एक वर्गिकी में आने वाले जीवों में कुछ समानताएँ होती हैं।അർത്ഥം : ଶବ୍ଦଶାସ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣସମୂହ
ഉദാഹരണം :
ଓଡ଼ିଆ ବ୍ୟଞ୍ଜନ କବର୍ଗ, ଚବର୍ଗ, ଟବର୍ଗ ଆଦି ବର୍ଗଗୁଡ଼ିକରେ ବିଭାଜିତ
മറ്റ് ഭാഷകളിലേക്കുള്ള വിവർത്തനം :
शब्दशास्त्र में एक स्थान से उच्चारित होनेवाले स्पर्श व्यंजन वर्णों का समूह।
हिन्दी व्यंजन कवर्ग,चवर्ग,टवर्ग आदि वर्गों में विभाजित है।അർത്ഥം : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
ഉദാഹരണം :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
പര്യായപദങ്ങൾ : ଶ୍ରେଣୀ, ସମୁଦାୟ, ସମୂହ
മറ്റ് ഭാഷകളിലേക്കുള്ള വിവർത്തനം :
A general concept that marks divisions or coordinations in a conceptual scheme.
categoryഅർത്ഥം : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
ഉദാഹരണം :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
പര്യായപദങ്ങൾ : ସମାଜ
മറ്റ് ഭാഷകളിലേക്കുള്ള വിവർത്തനം :
A group of people living in a particular local area.
The team is drawn from all parts of the community.അർത്ഥം : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
ഉദാഹരണം :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
പര്യായപദങ്ങൾ : ଶ୍ରେଣୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଊଁ ଆକୃତିରେ ଲମ୍ବ, ଚଉଡ଼ା ଓ ଚାରିକୋଣ ସମାନ ହୋଇଥାଏ
ഉദാഹരണം :
ଏହା ପାଞ୍ଚ ସେଣ୍ଟିମିଟରର ବର୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଅଙ୍କ ବା ସଂଖ୍ୟାକୁ ସେହି ସଂଖ୍ୟା ସହିତ ଥରେ ଗୁଣନ କଲାପରେ ମିଳୁଥିବା ଗୁଣନଫଳ
ഉദാഹരണം :
ସାତର ବର୍ଗ ଅଣଞ୍ଚାଶ
മറ്റ് ഭാഷകളിലേക്കുള്ള വിവർത്തനം :
The product of two equal terms.
Nine is the second power of three.അർത്ഥം : (ଜୀବବିଜ୍ଞାନ)ଗୋଟିଏ ବର୍ଗୀକରଣାତ୍ମକ ସମୂହ ଯାହାର ବିଶିଷ୍ଟତାର ପ୍ରୟୋଗ ଅନ୍ୟତମ ଉଚ୍ଚବର୍ଗର (ଟେକସୋନ)ପାଇଁ କରାଯାଇଥାଏ
ഉദാഹരണം :
କେଞ୍ଚୁଆ କେଉଁ ବର୍ଗରେ ଆସିଥାଏ ?
മറ്റ് ഭാഷകളിലേക്കുള്ള വിവർത്തനം :
(जीवविज्ञान) एक वर्गीकरणात्मक समूह जिसके विशिष्टताओं का प्रयोग अगले उससे ऊँचे वर्गिकी (टैक्सोन) के लिए किया जाता है।
केंचुआ किस वर्ग में आता है।(biology) the taxonomic group whose characteristics are used to define the next higher taxon.
type