പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ବର എന്ന വാക്കിന്റെ അർത്ഥവും ഉദാഹരണവും.

ବର   ବିଶେଷ୍ୟ

അർത്ഥം : ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ

ഉദാഹരണം : ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି

പര്യായപദങ്ങൾ : କାନ୍ତ, ଗିରସ୍ତ, ଗେରସ୍ତ, ଘଇତା, ଘରବାଲା, ଜୀବନସାଥୀ, ନାଥ, ପତି, ପ୍ରଭୁ, ଭର୍ତ୍ତା, ମରଦ, ମର୍ବ୍ଦ, ମିଆଁ, ସ୍ୱାମୀ


മറ്റ് ഭാഷകളിലേക്കുള്ള വിവർത്തനം :

A married man. A woman's partner in marriage.

hubby, husband, married man

അർത്ഥം : କୌଣସି ଦେବତା ବା ବଡ଼ଲୋକ ପ୍ରସନ୍ନ ହୋଇ କିଛି ମଗାଯାଇଥିବା ଜିନିଷ ବା ସିଦ୍ଧିଆଦି ଦେବାର କ୍ରିୟା ବା ଭାବ

ഉദാഹരണം : ମହାତ୍ମା ତାଙ୍କୁ ପୁତ୍ରପ୍ରାପ୍ତିର ବର ଦେଲେ

പര്യായപദങ്ങൾ : ବର ଦାନ, ବରଦାନ


മറ്റ് ഭാഷകളിലേക്കുള്ള വിവർത്തനം :

किसी देवता या बड़े का प्रसन्न होकर कोई माँगी हुई वस्तु या सिद्धि आदि देने की क्रिया या भाव।

महात्मा ने उसे पुत्र प्राप्ति का वरदान दिया।
वर, वरदान

The act of giving.

gift, giving

അർത്ഥം : ଯାହାର ବିବାହ ତୁରନ୍ତ ହେବାକୁ ଯାଉଛି ବା ହେଉଛି

ഉദാഹരണം : ନିଜ ପୁଅକୁ ବର ରୂପରେ ଦେଖି ମାଆ ବହୁତ ଆନନ୍ଦିତ ଥିଲେ


മറ്റ് ഭാഷകളിലേക്കുള്ള വിവർത്തനം :

वह जिसका ब्याह तुरंत होने को हो या हुआ हो।

अपने लड़के को वर के रूप में देखकर माँ बहुत ही प्रसन्न थी।
अवतंस, अवतन्स, दुलहा, दूल्हा, नौशा, बन्ना, लाड़ा, वर

A man participant in his own marriage ceremony.

bridegroom, groom