പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ବନ୍ଦୋବସ୍ତ କରିବା എന്ന വാക്കിന്റെ അർത്ഥവും ഉദാഹരണവും.

ବନ୍ଦୋବସ୍ତ କରିବା   କ୍ରିୟାପଦ

അർത്ഥം : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା

ഉദാഹരണം : ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି

പര്യായപദങ്ങൾ : ଆୟୋଜନ କରିବା, ତିଆରି କରିବା, ପ୍ରସ୍ତୁତ ହେବା, ବ୍ୟବସ୍ଥା କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* भविष्य में किसी भूमिका या कार्य के लिए (किसी को) तैयार करना।

व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।
भारत माँ की रक्षा के लिए हम सेना तैयार कर रहे हैं।
तैयार करना

അർത്ഥം : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା

ഉദാഹരണം : ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି

പര്യായപദങ്ങൾ : ଆୟୋଜନ କରିବା, ବ୍ୟବସ୍ଥା କରିବା, ଯୋଜନା କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* किसी काम, घटना आदि के लिए स्थान, समय आदि निर्धारित करना।

मैंने अगले महीने घर जाने का कार्यक्रम बनाया है।
कार्यक्रम बनाना, योजना बनान

അർത്ഥം : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା

ഉദാഹരണം : ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ

പര്യായപദങ്ങൾ : ଆୟୋଜନ କରିବା, ପ୍ରବନ୍ଧ କରିବା, ବ୍ୟବସ୍ଥା କରିବା, ଲଗାଇବା


മറ്റ് ഭാഷകളിലേക്കുള്ള വിവർത്തനം :

* व्यवस्था या प्रबन्ध करना या प्रक्रिया में लाना।

बाजी लगाइए।
घर पर फोन लगाइए।
लगाना

To arrange for.

Place a phone call.
Place a bet.
place