അർത്ഥം : (ସ୍ଫୁରଣ) ରୋକିବା ବା କୌଣସି ଉପକରଣ ବା ମଧ୍ୟଭାଗରେ (ଦୋଳନ ବା ପ୍ରବାହ) ରୋକିବା
ഉദാഹരണം :
ଇଲେକଟ୍ରିସିଆନ୍ ଖରାପ ହୋଇଥିବା ସ୍ୱିଚରୁ ବାହାରୁଥିବା ସ୍ଫୁଲିଙ୍ଗକୁ ଲିଭାଇଲେ
പര്യായപദങ്ങൾ : ନିର୍ବାପିତ କରିବା, ନିଶ୍ଚିହ୍ନ କରିବା, ଲିଭାଇବା
മറ്റ് ഭാഷകളിലേക്കുള്ള വിവർത്തനം :
* (इलेक्ट्रानिकी) जब प्रेरक परिपथ में विद्युत प्रवाह बंद हो तो (स्फुरण) रोकना या किसी उपकरण या घटक में (दोलन या प्रवाह) रोकना।
बिजली-मिस्त्री ने खराब स्विच से निकल रहे स्फुर्लिंग को बुझाया।Electronics: suppress (sparking) when the current is cut off in an inductive circuit, or suppress (an oscillation or discharge) in a component or device.
quenchഅർത്ഥം : ଏଭଳି ପରିସ୍ଥିତି କରିବା ଯେଉଁଥିରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରେନାହିଁ ବା ଯାହାର ବ୍ୟବହାର କରାଯାଇ ପାରେନାହିଁ
ഉദാഹരണം :
ଛାତ୍ରାବାସର ମୁଖ୍ୟଦ୍ୱାର ଆଠଟା ବେଳକୁ ହିଁ ବନ୍ଦ କରାଯାଏ
പര്യായപദങ്ങൾ : ରୁଦ୍ଧ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
ऐसी स्थिति में करना जिससे कोई वस्तु अंदर से बाहर या बाहर से अंदर न जा सके या जिसका उपयोग न किया जा सके।
छात्रावास का मुख्य द्वार आठ बजे ही बंद किया जाता है।അർത്ഥം : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
ഉദാഹരണം :
ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
പര്യായപദങ്ങൾ : ରୋକିବା
മറ്റ് ഭാഷകളിലേക്കുള്ള വിവർത്തനം :