അർത്ഥം : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
ഉദാഹരണം :
ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
പര്യായപദങ്ങൾ : ପୂର୍ଣ୍ଣବିରାମ
മറ്റ് ഭാഷകളിലേക്കുള്ള വിവർത്തനം :
पूरी तरह से ठहरने या रुकने की क्रिया।
अब इस परियोजना को पूर्णविराम दे दिया गया है।അർത്ഥം : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ഉദാഹരണം :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
പര്യായപദങ്ങൾ : ଅବରୋଧ, ନିରୋଧ, ବାଧା, ବିରୋଧ
മറ്റ് ഭാഷകളിലേക്കുള്ള വിവർത്തനം :
Any structure that makes progress difficult.
impediment, impedimenta, obstructer, obstruction, obstructorഅർത്ഥം : (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ
ഉദാഹരണം :
ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
മറ്റ് ഭാഷകളിലേക്കുള്ള വിവർത്തനം :