അർത്ഥം : ବଦଳିବାର କ୍ରିୟା ବା ଭାବ
ഉദാഹരണം :
ପରିବର୍ତ୍ତନ ସଂସାରର ନିୟମ
പര്യായപദങ്ങൾ : ପରିବର୍ତ୍ତନ
മറ്റ് ഭാഷകളിലേക്കുള്ള വിവർത്തനം :
An event that occurs when something passes from one state or phase to another.
The change was intended to increase sales.അർത്ഥം : ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳିହେବା
ഉദാഹരണം :
ଗତମାସରେ ହିଁ ମୋର କାର୍ଯ୍ୟାଳୟ ବଦଳିଗଲା
പര്യായപദങ്ങൾ : ସ୍ଥାନାନ୍ତରିତହେବା
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान से दूसरे स्थान पर नियुक्त होना।
पिछले महीने से ही मेरा कार्यालय बदल गया।അർത്ഥം : ଯାହାର ପରିବର୍ତ୍ତନ ହୋଇଛି
ഉദാഹരണം :
ସନ୍ଥ ସମାଗମକୁ ଯିବାରୁ ତାର ହୃଦୟ ପରିବର୍ତ୍ତିତ ହେଲା
പര്യായപദങ്ങൾ : ପରିଣତ, ପରିବର୍ତ୍ତିତ
മറ്റ് ഭാഷകളിലേക്കുള്ള വിവർത്തനം :
Made or become different in some respect.
He's an altered (or changed) man since his election to Congress.