അർത്ഥം : ଯେଉଁ ପଘାରେ ବାଛୁରି ବନ୍ଧା ଯାଏ
ഉദാഹരണം :
ବାଛୁରି ଗଳାରେ ବନ୍ଧା ହୋଇଥିବା ବତ୍ସତନ୍ତ୍ରୀକୁ କୃଷକ ଜଣକ ଖୋଲୁଛନ୍ତି
പര്യായപദങ്ങൾ : ବତ୍ସତଂତ୍ରୀ, ବାଛୁରି ଦଉଡି
മറ്റ് ഭാഷകളിലേക്കുള്ള വിവർത്തനം :
वह पगहा जिससे बछड़ा बाँधा जाता है।
किसान बछड़े के गले में बँधी वत्सतंत्री को खोल रहा है।