അർത്ഥം : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା
ഉദാഹരണം :
ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?
പര്യായപദങ്ങൾ : ଜଣାଇବା, ଜ୍ଞାତ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
ഉദാഹരണം :
ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु, सूचना आदि से किसी को परिचित कराना।
उसने मुझे बताया कि वह काम छोड़कर जा रहा है।അർത്ഥം : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା
ഉദാഹരണം :
ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା
പര്യായപദങ്ങൾ : କହିବା, ପ୍ରକାଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
ഉദാഹരണം :
ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
പര്യായപദങ്ങൾ : ଦେଖାଇବା, ନିର୍ଦ୍ଦେଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु या कार्य आदि की ओर इंगित करना।
माँ ने मुझे आसमान में ध्रुव तारे की स्थिति बताई।