അർത്ഥം : ନିଆଁରେ କୌଣସି ବସ୍ତୁ ଆଦିକୁ ବଙ୍କାକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
କୃଷକ ତା ସ୍ତ୍ରୀ ଦ୍ୱାରା ନିଆଁଆଞ୍ଚରେ କାଠ ବଙ୍କାଉଛି
പര്യായപദങ്ങൾ : ନୁଆଁଇବା, ବକ୍ର କରାଇବା, ମୋଡାଇବା
മറ്റ് ഭാഷകളിലേക്കുള്ള വിവർത്തനം :
आग में किसी वस्तु आदि को झोंकने का काम किसी और से कराना।
किसान अपनी पत्नी से गुलवर में लकड़ी झोंकवा रहा है।അർത്ഥം : ନଇଁବାପାଇଁ ପ୍ରବୃତ୍ତକରିବା
ഉദാഹരണം :
ନିଜେ ତ ମୋତେ ନୁଆଁଇ ପାରିଲାନାହିଁ,ଏବେ ଅନ୍ୟମାନଙ୍କଦ୍ୱାରା ନୁଆଁଇବାକୁ ଚାହୁଁଛି
പര്യായപദങ്ങൾ : ନତକରାଇବା, ନମ୍ରକରାଇବା, ନୁଆଇଁବା
മറ്റ് ഭാഷകളിലേക്കുള്ള വിവർത്തനം :