അർത്ഥം : ହଳଦିଆ ରଙ୍ଗର ଗୋଟିଏ ପୋକ
ഉദാഹരണം :
ବଙ୍କା ଧାନ ଫସଲ ନଷ୍ଟ କରିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
ഉദാഹരണം :
ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
പര്യായപദങ്ങൾ : କୁଞ୍ଚିତ, ତେଢ଼ା, ତେଢ଼ା ମେଢ଼ା
മറ്റ് ഭാഷകളിലേക്കുള്ള വിവർത്തനം :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।അർത്ഥം : ଯିଏ ସମାନାନ୍ତର ବା ସିଧା ନୁହେଁ
ഉദാഹരണം :
ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
മറ്റ് ഭാഷകളിലേക്കുള്ള വിവർത്തനം :