അർത്ഥം : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
ഉദാഹരണം :
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
പര്യായപദങ്ങൾ : ଆଖ୍ୟାନ, ଚିତ୍ରଣ, ବର୍ଣ୍ଣନ, ବୃତ୍ତାନ୍ତ, ବୟାନ
മറ്റ് ഭാഷകളിലേക്കുള്ള വിവർത്തനം :
A graphic or vivid verbal description.
Too often the narrative was interrupted by long word pictures.