അർത്ഥം : ନିର୍ବାକ୍ ଦୃଷ୍ଟିରେ ଦେଖିବା କ୍ରିୟା
ഉദാഹരണം :
ଗାଁରୁ ପ୍ରଥମଥର ସହରକୁ ଆସିଥିବା ମଙ୍ଗଳା ସବୁକିଛିକୁ ଡବଡବ ଚାହାଣିରେ ଦେଖୁଥିଲା
പര്യായപദങ്ങൾ : ଆଶ୍ଚର୍ଯ୍ୟଚକିତ ନୟନ, ଡବଡବ ଆଖି, ଡବଡବ ଚାହାଣି, ନିର୍ବାକ ଚାହାଣି, ବିସ୍ଫାରିତ ଚକ୍ଷୁ
മറ്റ് ഭാഷകളിലേക്കുള്ള വിവർത്തനം :