അർത്ഥം : ଆଘାତ, ରୋଗ କାରଣରୁ ଶରୀରର କୌଣସି ଅଙ୍ଗ (ଯନ୍ତ୍ରଣାସହ) ଫୁଲିବା
ഉദാഹരണം :
ମାଡ଼ ଲାଗିବାରୁ ତା ଆଣ୍ଠୁ ଫୁଲିଗଲା
പര്യായപദങ്ങൾ : ସ୍ଫୀତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଭିତରେ ପବନ ବା ତରଳ ପଦାର୍ଥ ପଶି ତାହା ଅଧିକ ବଢିବା
ഉദാഹരണം :
ପାଣିରେ ବତୁରାଯାଇଥିବା ଚଣା ଫୁଲି ଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु के भीतर के भाग का हवा, तरल पदार्थ आदि के भर जाने से अधिक फैल जाना या बढ़ जाना।
यह गुब्बारा बहुत फूलता है।