അർത്ഥം : ଫାଟିବା ପ୍ରକ୍ରିୟା ବା ଭାବ
ഉദാഹരണം :
ଫାଟିବା ପରେ ହିଁ ଗହମକୁ ବସ୍ତାରେ ରଖିବାକୁ ହେବ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶୁଖିବା କାରଣରୁ ଫାଟିଯିବା
ഉദാഹരണം :
ଶୁଖିଲା ପଡ଼ିବା କାରଣରୁ ଜମି ଫାଟିଗଲା
പര്യായപദങ്ങൾ : ବିଦୀର୍ଣ୍ଣ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
ഉദാഹരണം :
ଏହି ଢୋଲ ଫାଟିଗଲା
പര്യായപദങ്ങൾ : ଫୁଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର କିଛି ଅଂଶ ଅଲଗା ହୋଇଯିବା
ഉദാഹരണം :
ଶିମିଳି ଫଳ ଶୁଖିବାମାତ୍ରେ ଫାଟିଯାଏ
അർത്ഥം : ଅତ୍ୟଧିକ ପୀଡ଼ା ହେବା
ഉദാഹരണം :
ଆଜି ସକାଳରୁ ହିଁ ବିନ୍ଧାରେ ମୋ ମୁଣ୍ଡ ଫାଟିଯାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
ഉദാഹരണം :
ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
किसी पोली वस्तु में इस प्रकार दरार पड़ जाना जिससे उसके अंदर तक दिखाई देने लगे।
उसका झोला फट गया और सारा समान रास्ते में बिखर गया।അർത്ഥം : ସୁଖିବା ବା କୁଞ୍ଚିତ ହେବା କାରଣରୁ ଫାଟିବା
ഉദാഹരണം :
ଶୀତ ଦିନରେ ତେଲ ଆଦି ନ ଲଗାଇବାରୁ ଚମଡ଼ା ଫାଟିଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
सूखने या सिकुड़ने के कारण चिटकना या फटना।
जाड़े के दिनों में तेल आदि न लगाने से त्वचा चर्राती है।