അർത്ഥം : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
ഉദാഹരണം :
ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି କୃଷକ ଫସଲ କାଟିବାକୁ ଗଲାଣି
പര്യായപദങ്ങൾ : ଠିଆ ଫସଲ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
ഉദാഹരണം :
ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
പര്യായപദങ്ങൾ : ଶସ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :