അർത്ഥം : ଗଛରେ ହେଉଥିବା ମାଂସାଳ ଓ ମଞ୍ଜି ଯୁକ୍ତ ବିଜକୋଷ ଯାହା କୌଣସି ବିଶିଷ୍ଟ ଋତୁରେ ଫୁଲ ଆସିବା ପରେ ଉତ୍ପନ୍ନ ହୋଇଥାଏ
ഉദാഹരണം :
ସେ ଫଳ ଦୋକାନରୁ ଏକ କିଲୋ ଆମ୍ବ କିଣିଲା
മറ്റ് ഭാഷകളിലേക്കുള്ള വിവർത്തനം :
The ripened reproductive body of a seed plant.
fruitഅർത്ഥം : କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ഉദാഹരണം :
ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
പര്യായപദങ്ങൾ : ପରିଣତି, ପରିଣାମ, ପ୍ରତିଫଳ
മറ്റ് ഭാഷകളിലേക്കുള്ള വിവർത്തനം :
Something that results.
He listened for the results on the radio.