അർത്ഥം : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
ഉദാഹരണം :
ରାମ ବେଦ ପଠନ କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
The cognitive process of understanding a written linguistic message.
His main reading was detective stories.അർത്ഥം : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
ഉദാഹരണം :
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
പര്യായപദങ്ങൾ : ଅଧ୍ୟୟନ, ଜ୍ଞାନାର୍ଜନ, ପଠନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବାପାଇଁ ଗ୍ରନ୍ଥ ଆଦିକୁ ବାରମ୍ବାର ଦେଖିବା
ഉദാഹരണം :
ପରୀକ୍ଷା ପୂର୍ବରୁ ସେ ସବୁ ବିଷୟକୁ ଭଲ ଭାବରେ ପଢ଼ିଲା
പര്യായപദങ്ങൾ : ଅଧ୍ୟୟନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
शिक्षा या ज्ञान प्राप्त करने के लिए ग्रंथ आदि कई बार देखना।
परीक्षा से पूर्व उसने हर विषय को अच्छी तरह पढ़ा।Learn by reading books.
He is studying geology in his room.അർത്ഥം : କାହାକୁ ଶୁଣାଇବାପାଇଁ ଏମିତିକି ସ୍ମରଣଶକ୍ତିରୁ ବା ପୁସ୍ତକ ଆଦିରୁ ମନ୍ତ୍ର, କବିତା ଆଦି କହିବା
ഉദാഹരണം :
ଜାନକୀ ସ୍ୱାମିଜୀଙ୍କ ସାମନାରେ ଆଦି ଶଙ୍କରାଚାର୍ୟଙ୍କ ଭଜଗୋବିନ୍ଦମ୍ ପଢ଼ିଲା
മറ്റ് ഭാഷകളിലേക്കുള്ള വിവർത്തനം :
किसी को सुनाने के लिए या ऐसे ही स्मरणशक्ति से या पुस्तक आदि से मंत्र, कविता आदि कहना।
जाह्नवी ने आदि शंकराचार्य का भजगोविन्दम् स्वामीजी के सामने पढ़ा।അർത്ഥം : ଶିକ୍ଷା ଗ୍ରହଣ କରିବା
ഉദാഹരണം :
ବିବାହ ପରେ ବି ଶିଲା ପଢ଼ୁଛି
പര്യായപദങ്ങൾ : ପାଠ ପଢ଼ିବା, ଶିକ୍ଷାଗ୍ରହଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Educate in or as if in a school.
The children are schooled at great cost to their parents in private institutions.അർത്ഥം : ଅଙ୍କିତ, ମୁଦ୍ରିତ ବା ଲିଖିତ ଚିହ୍ନ, ବର୍ଣ୍ଣ ଆଦିକୁ ଦେଖିବା କ୍ଷଣି ମନରେ ତାର ଅଭିପ୍ରାୟ, ଅର୍ଥ ଆଦି ଜାଣିବା ବା ବୁଝିବା
ഉദാഹരണം :
ଆମେ ଯାତ୍ରା କରିବା ସମୟରେ ପତ୍ର ପତ୍ରିକା ପଢ଼ୁ
മറ്റ് ഭാഷകളിലേക്കുള്ള വിവർത്തനം :
अंकित, मुद्रित या लिखित चिह्नों, वर्णों आदि को देखते हुए मन-ही-मन उनका अभिप्राय, अर्थ या आशय जानना और समझना।
हम यात्रा करते समय पत्र-पत्रिकाएँ पढ़ते हैं।Interpret something that is written or printed.
Read the advertisement.അർത്ഥം : ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା
ഉദാഹരണം :
ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି
പര്യായപദങ്ങൾ : ଉଚ୍ଚାରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Interpret something that is written or printed.
Read the advertisement.