അർത്ഥം : ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ഉദാഹരണം :
ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
പര്യായപദങ്ങൾ : ଅଧଃପତନ, ଅବନତି, ପତନ
മറ്റ് ഭാഷകളിലേക്കുള്ള വിവർത്തനം :
उन्नत अवस्था, वैभव, ऊँचे पद, मर्यादा आदि से गिरकर बहुत नीचे स्तर पर आने की क्रिया।
दुर्गुण मनुष्य को पतन की ओर ले जाता है।A condition inferior to an earlier condition. A gradual falling off from a better state.
declination, declineഅർത്ഥം : ବେମାରହୋଇ ଖଟରେ ପଡ଼ିବା
ഉദാഹരണം :
ରଘୁନାଥ ମାସେ ହେଲାଣି ଖଟରେ ପଡ଼ିଛି
മറ്റ് ഭാഷകളിലേക്കുള്ള വിവർത്തനം :
इस प्रकार बीमार पड़ना कि खाट से उठने योग्य न रह जाए।
रघुनाथ महीने भर से खाट पर पड़ा है।അർത്ഥം : ଉତ୍ପନ୍ନ ହେବା
ഉദാഹരണം :
ଆଜି କ୍ଷୀରରେ ମୋଟା ସର ପଡ଼ିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
ഉദാഹരണം :
ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
മറ്റ് ഭാഷകളിലേക്കുള്ള വിവർത്തനം :
Have smooth relations.
My boss and I get along very well.അർത്ഥം : ଅଭ୍ୟାସରେ ପଡ଼ିବା
ഉദാഹരണം :
ସେ ମଦ ପିଇବା ଅଭ୍ୟାସରେ ପଡ଼ିଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହଠାତ୍ ମଝିରେ ଆସି ପଡ଼ିବା
ഉദാഹരണം :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
പര്യായപദങ്ങൾ : ପଶିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।അർത്ഥം : ଉତ୍ପନ୍ନ ହେବା
ഉദാഹരണം :
ଯେମିତି ଟଙ୍କା କଥା ଉଠିଲା, ସେ ଲୋକମାନେ ଖସିଗଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ସ୍ଥାନରୁ ଖସି, ଡେଇଁ ବା କୌଣସି ପ୍ରକାରେ ଅନ୍ୟ ସ୍ଥାନରେ ପହଞ୍ଚିବା ବା ସ୍ଥିତ ହେବା
ഉദാഹരണം :
ଗଛ ତଳେ ବହୁତ ମହୁଲ ପଡ଼ିଛି
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान से गिरकर, उछलकर या और किसी प्रकार दूसरे स्थान पर पहुँचना या स्थित होना।
पेड़ के नीचे बहुत महुआ पड़ा है।അർത്ഥം : ମଝିରେ ଆସିବା ବା ଆସିଯିବା
ഉദാഹരണം :
ଏହା ଆମ ନିଜ ମାମଲା, ଆପଣ ମଝିରେ ପଡ଼ନ୍ତୁ ନାହି