അർത്ഥം : ଯାହାଦ୍ୱାରା ଜୀବନ ଯାଇପାରେ ବା ଜୀବନ ନେବାବାଲା
ഉദാഹരണം :
ସେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କଲା କୈକେୟୀଙ୍କଦ୍ୱାରା ମାଗିଥିବା ବର ଦଶରଥଙ୍କପାଇଁ ପ୍ରାଣାନ୍ତକ ଥିଲା
പര്യായപദങ്ങൾ : ଘାତକ, ପ୍ରାଣଘାତକ, ପ୍ରାଣାନ୍ତକ
മറ്റ് ഭാഷകളിലേക്കുള്ള വിവർത്തനം :