പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ପ୍ରାଣ എന്ന വാക്കിന്റെ അർത്ഥവും ഉദാഹരണവും.

ପ୍ରାଣ   ବିଶେଷ୍ୟ

അർത്ഥം : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ମୁଖରେ ସଂଚରଣ କରେ

ഉദാഹരണം : ପ୍ରାଣବାୟୁ ଶରୀର ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ଶରୀରର ଚେତନା ରହେ

പര്യായപദങ്ങൾ : ପ୍ରାଣବାୟୁ


മറ്റ് ഭാഷകളിലേക്കുള്ള വിവർത്തനം :

शरीर में स्थित पंचवायु में से एक जो मुख प्रदेश में संचरण करती है।

प्राण वायु शरीर के लिए अत्यन्त महत्त्वपूर्ण है क्योंकि शरीर में चेतनता इसी के द्वारा रहती है।
अयास्य, असु, प्राण, प्राण वायु, प्राणवायु

അർത്ഥം : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

ഉദാഹരണം : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

പര്യായപദങ്ങൾ : ଅନିଳ, ଜୀବନ, ପବନ, ବାୟୁ, ମରୁତ, ସମୀର


മറ്റ് ഭാഷകളിലേക്കുള്ള വിവർത്തനം :

അർത്ഥം : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି

ഉദാഹരണം : ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ

പര്യായപദങ്ങൾ : ଜୀବ, ଜୀବନ, ଜୀବନ ଶକ୍ତି, ପ୍ରାଣଶକ୍ତି


മറ്റ് ഭാഷകളിലേക്കുള്ള വിവർത്തനം :

प्राणियों की वह चेतन शक्ति जिससे वे जीवित रहते हैं।

शरीर से प्राण का बहिर्गमन ही मृत्यु है।
आत्मा, उक्थ, चेतना, चैतन्य, जाँ, जान, जीव, जीवड़ा, जीवथ, जीवन-शक्ति, जीवात्मा, दम, धातृ, नफ़स, नफ़्स, पुंगल, प्राण, सत्त्व, सत्व, स्पिरिट

The vital principle or animating force within living things.

spirit

അർത്ഥം : ଜୀବିତ ପ୍ରାଣୀ

ഉദാഹരണം : ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା

പര്യായപദങ്ങൾ : ଜୀବନ


മറ്റ് ഭാഷകളിലേക്കുള്ള വിവർത്തനം :

जीवित प्राणी।

तैराकों की वजह से बाढ़ में डूब रही कई जानें बच गईं।
ज़िंदगी, ज़िन्दगी, जान, जिंदगी, जिन्दगी, जीवन

Living things collectively.

The oceans are teeming with life.
life