അർത്ഥം : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
ഉദാഹരണം :
ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
പര്യായപദങ്ങൾ : ଆୟୋଜନ, ବନ୍ଦୋବସ୍ତ, ବ୍ୟବସ୍ଥା, ଯୋଗାଡ଼
മറ്റ് ഭാഷകളിലേക്കുള്ള വിവർത്തനം :
The act of managing something.
He was given overall management of the program.അർത്ഥം : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ
ഉദാഹരണം :
ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଷୟରେ ସବିସ୍ତାର ବିବେଚନା ଯେଉଁଥିରେ ତା ସମ୍ବନ୍ଧିତ ଅନେକ ମତ, ବିଚାର, ମନ୍ତବ୍ୟଆଦିର ତୁଳନାତ୍ମକ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ବିବେଚନା ହୁଏ
ഉദാഹരണം :
ନିବନ୍ଧକାର ଏହି ନିବନ୍ଧ ମାଧ୍ୟମରେ ଜାତିବାଦର ବିରୋଧ କରିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
An analytic or interpretive literary composition.
essay