അർത്ഥം : କୈଣସି ସମାଜ ବା ଗୋଷ୍ଠୀର ମୁଖିଆ ଯେ ପ୍ରାୟତଃ ବିବାଦ ଆଦି ସମାଧାନ କରନ୍ତି ଏବଂ ଲୋକମାନଙ୍କୁ ପରାମର୍ଶ ଆଦି ଦିଅନ୍ତି
ഉദാഹരണം :
ଆଜି ମଧ୍ୟ କେତେକ ଆଦିବାସୀ ଜାତି ମଧ୍ୟରେ ଚୌଧୁରୀ ହିଁ ନିଷ୍ପତ୍ତି କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष समाज या बिरादरी का प्रधान जो प्रायः विवाद आदि हल करता और लोगों को सलाह आदि देता है।
आज भी कुछ आदिवासी जातियों में फैसले चौधरी ही करता है।അർത്ഥം : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ഉദാഹരണം :
ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
മറ്റ് ഭാഷകളിലേക്കുള്ള വിവർത്തനം :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersഅർത്ഥം : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
ഉദാഹരണം :
ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
പര്യായപദങ്ങൾ : ନେତା, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
ഉദാഹരണം :
ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଆବଶ୍ୟକ ହୁଏ
ഉദാഹരണം :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
പര്യായപദങ്ങൾ : ପ୍ରମୁଖ, ମୁଖ୍ୟ, ମୂଳ
മറ്റ് ഭാഷകളിലേക്കുള്ള വിവർത്തനം :
Serving as an essential component.
A cardinal rule.അർത്ഥം : ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ
ഉദാഹരണം :
ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
പര്യായപദങ്ങൾ : ମୁଖ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
(of a clause) capable of standing syntactically alone as a complete sentence.
The main (or independent) clause in a complex sentence has at least a subject and a verb.അർത്ഥം : ଯେ କୌଣସି କ୍ଷେତ୍ରର ମୁଖିଆ
ഉദാഹരണം :
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
പര്യായപദങ്ങൾ : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରମୁଖ, ବରିଷ୍ଠ, ମୁଖ୍ୟ, ଶ୍ରେଷ୍ଠ
മറ്റ് ഭാഷകളിലേക്കുള്ള വിവർത്തനം :
Ranking above all others.
Was first in her class.