അർത്ഥം : ବାଣ୍ଟିବା ପ୍ରକ୍ରିୟା ବା ଭାବ
ഉദാഹരണം :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
പര്യായപദങ്ങൾ : ବାଣ୍ଟିବା, ବିତରଣ
മറ്റ് ഭാഷകളിലേക്കുള്ള വിവർത്തനം :
The act of distributing or spreading or apportioning.
distributionഅർത്ഥം : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
ഉദാഹരണം :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
പര്യായപദങ്ങൾ : ଦାନ କରିବା, ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।അർത്ഥം : ଉପଲବ୍ଧ ବା ସୁଲଭ କରିବା
ഉദാഹരണം :
କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
പര്യായപദങ്ങൾ : ଉପଲବ୍ଧ କରିବା, ଯୋଗାଇଦେବା
മറ്റ് ഭാഷകളിലേക്കുള്ള വിവർത്തനം :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।അർത്ഥം : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
ഉദാഹരണം :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
പര്യായപദങ്ങൾ : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ସମର୍ପଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ କିଛି ହସ୍ତଗତ କରାଇବା
ഉദാഹരണം :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
Transfer possession of something concrete or abstract to somebody.
I gave her my money.അർത്ഥം : ମୌଖିକ ରୂପରେ ପ୍ରସ୍ତୁତ କରିବା
ഉദാഹരണം :
ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
പര്യായപദങ്ങൾ : ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
* मौखिक रूप से प्रस्तुत करना।
श्याम को मेरी भी शुभकामनाएँ दीजिए।