അർത്ഥം : ଯେ କୌଣସି ଘଟଣା ନିଜ ଆଖିରେ ଦେଖିଛି
ഉദാഹരണം :
ପୋଲିସ୍ ଏହି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଅଛି
പര്യായപദങ്ങൾ : ସାକ୍ଷୀ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसने कोई घटना अपनी आँखों से देखी हो।
पुलिस इस हत्या के सिलसिले में प्रत्यक्षदर्शियों से पूछताछ कर रही है।അർത്ഥം : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
ഉദാഹരണം :
ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
പര്യായപദങ്ങൾ : ଅନୁଭବୀ
മറ്റ് ഭാഷകളിലേക്കുള്ള വിവർത്തനം :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।