അർത്ഥം : କୌଣସି କାର୍ଯ୍ୟଆଦିକୁ ବନ୍ଦକରିବା ନିମନ୍ତେ ତାର ବିପରୀତ କାର୍ଯ୍ୟକରିବା କିମ୍ବା ଆମେ ଚାହୁଁନଥିବା କିଛି କାର୍ଯ୍ୟର ବିପରୀତରେ କରାଯାଉଥିବା କାମ
ഉദാഹരണം :
ରାମର ବିରୋଧ ସତ୍ତ୍ୱେ ମୁଁ ନିର୍ବାଚନ ଲଢ଼ିଲି
പര്യായപദങ്ങൾ : ବିରୋଧ
മറ്റ് ഭാഷകളിലേക്കുള്ള വിവർത്തനം :
The action of opposing something that you disapprove or disagree with.
He encountered a general feeling of resistance from many citizens.അർത്ഥം : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା
ഉദാഹരണം :
ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ
പര്യായപദങ്ങൾ : ବାଧା, ବିରୋଧ, ବ୍ୟାଘାତ
മറ്റ് ഭാഷകളിലേക്കുള്ള വിവർത്തനം :
अपने सहयोगी श्रमजीवियों को काम करने से रोकने की क्रिया।
एक श्रमिक नेता के समावरोधन के कारण आज कार्यालय में काम नहीं हुआ।