അർത്ഥം : ପୁନଃ ଭରିବାର କାର୍ଯ୍ୟ
ഉദാഹരണം :
ପ୍ରକୃତିର କ୍ଷତିକୁ କିଏବା ପ୍ରତିପୂରଣ କରିପାରିବ
പര്യായപദങ്ങൾ : ପତିପୂର୍ତ୍ତି, ଭରଣା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତି ବା ସାହାଯ୍ୟରେ ନିଆଯାଇ ବ୍ୟୟ କରାଯାଇଥିବା ଧନକୁ ଦେଇ ଏହାକୁ ପ୍ରତିପୂରଣ କରିବା
ഉദാഹരണം :
କର୍ମଚାରୀମାନଙ୍କ ବ୍ୟୟର ପ୍ରତିପୂରଣ ଏବେ ବି ହୋଇନାହିଁ
പര്യായപദങ്ങൾ : ପତିପୂର୍ତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति या मद से लिया हुआ या व्यय किया हुआ धन उसे देकर उसकी पूर्ति करने की क्रिया।
कर्मचारियों के व्यय की प्रतिपूर्ति अभी नहीं की गई है।