പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ପ୍ରତାରଣା എന്ന വാക്കിന്റെ അർത്ഥവും ഉദാഹരണവും.

ପ୍ରତାରଣା   ବିଶେଷ୍ୟ

അർത്ഥം : ନିଜ ଉପରେ ବିଶ୍ୱାସ କରିବା ବ୍ୟକ୍ତିର ବିଶ୍ୱାସ ବିପରୀତରେ କରାଯାଉଥିବା କାମ

ഉദാഹരണം : ଈନ୍ଦିରା ଗାନ୍ଧୀଙ୍କର ଅଙ୍ଗରକ୍ଷକମାନେ ତାଙ୍କ ସହିତ ବିଶ୍ୱାସଘାତକତା କଲେ ଏବଂ ତାଙ୍କୁ ଗୁଳିକରି ମାରିଦେଲେ

പര്യായപദങ്ങൾ : ଦଗା, ବିଶ୍ୱାସଘାତକତା


മറ്റ് ഭാഷകളിലേക്കുള്ള വിവർത്തനം :

अपने पर विश्वास करनेवाले के विश्वास के विपरीत किया जानेवाला कार्य।

इंदिरा गांधी के अंगरक्षकों ने उनके साथ विश्वासघात किया और उनको गोलियों से छलनी कर दिया।
अपघात, गद्दारी, ग़द्दारी, दग़ा, दग़ाबाज़ी, दगा, दगाबाजी, बददियानती, बेवफ़ाई, बेवफाई, विश्वासघात

An act of deliberate betrayal.

betrayal, perfidy, treachery, treason

അർത്ഥം : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ

ഉദാഹരണം : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ

പര്യായപദങ്ങൾ : ଛଳନା, ଠକାମି


മറ്റ് ഭാഷകളിലേക്കുള്ള വിവർത്തനം :

The act of deceiving.

deceit, deception, dissembling, dissimulation

അർത്ഥം : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ഉദാഹരണം : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

പര്യായപദങ്ങൾ : କପଟତା, ଛଦ୍ମତା, ଛଳ କପଟ, ଛଳନା, ଭଣ୍ଡତା, ଶଠତା


മറ്റ് ഭാഷകളിലേക്കുള്ള വിവർത്തനം :

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show