അർത്ഥം : କୌଣସି କାର୍ଯ୍ୟ, ବସ୍ତୁଆଦିର ପ୍ରଚାର କରୁଥିବା ବ୍ୟକ୍ତି
ഉദാഹരണം :
ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଚାରକମାନେ ଦଳ ଦଳ ହୋଇ ଗ୍ରାମରେ ବୁଲୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
किसी काम, वस्तु आदि का प्रचार करने वाला व्यक्ति।
कुछ असमाजिक तत्वों ने एक विशेष दल से संबंधित प्रचारकों पर हमला कर दिया।A person who disseminates messages calculated to assist some cause or some government.
propagandistഅർത്ഥം : କୌଣସି ସିଦ୍ଧାନ୍ତ, ମତ, ବା ବିଚାରକୁ ସଂଗଠିତ ରୂପେ ପ୍ରଚାର କରିବା ବ୍ୟକ୍ତି
ഉദാഹരണം :
ମତଦାନ ପୂର୍ବରୁ ପ୍ରଚାରକ ଗାଁ ଗାଁ ବୁଲି ପ୍ରଚାର କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
किसी सिद्धांत, मत या विचारों का संगठित रूप से प्रचार करने वाला व्यक्ति।
चुनाव से पूर्व अधिप्रचारक गाँवों का दौरा कर रहे हैं।A person who disseminates messages calculated to assist some cause or some government.
propagandistഅർത്ഥം : ପ୍ରଚାର କରିବା ବ୍ୟକ୍ତି
ഉദാഹരണം :
ଜଣେ ପ୍ରଚାରକ ନେତା ଗାଁ ଗାଁ ବୁଲି ନିଜ ଦଳପାଇଁ ପ୍ରଚାର କରୁଛି
പര്യായപദങ്ങൾ : ପ୍ରଚାରକାରୀ
മറ്റ് ഭാഷകളിലേക്കുള്ള വിവർത്തനം :