അർത്ഥം : ଉନ୍ନତିର ରାସ୍ତାରେ ଅଗ୍ରସର ବା ଯେ ଉନ୍ନତି କରିଚାଲିଛି
ഉദാഹരണം :
ଭାରତ ଗୋଟିଏ ପ୍ରଗତିଶୀଳ ଦେଶ
പര്യായപദങ്ങൾ : ବିକାଶଶୀଳ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରଗତି କରିଲାବାଲା
ഉദാഹരണം :
ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି
പര്യായപദങ്ങൾ : ଅଗ୍ରଗାମୀ, ପୁରୋଗାମୀ, ପ୍ରଗତିକର୍ତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
प्रगति करनेवाला या जो बराबर उन्नति करता हुआ आगे बढ़ता हो।
प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।