അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ରୋଗର କ୍ରମାଗତ ପ୍ରଭାବ
ഉദാഹരണം : ତାଙ୍କ ଗାଁରେ ଏବେବି ହଇଜାର ପ୍ରକୋପ କମିନାହିଁ
പര്യായപദങ്ങൾ : ଉତ୍କଟତା, ପ୍ରଭାବ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी के कोप, रोग आदि की प्रबलता या लगातार कुप्रभाव।
A sudden violent spontaneous occurrence (usually of some undesirable condition).
അർത്ഥം : ଅତ୍ୟଧିକ କୋପ ବା କ୍ରୋଧ
ഉദാഹരണം : ଦେବୀଙ୍କ ପ୍ରକୋପରୁ ରକ୍ଷାପାଇବାକୁ ହେଲେ ପୂଜା ପାଠ ଆବଶ୍ୟକ ବୋଲି ଗୁଣିଆ କହିଲେ
अत्यधिक कोप या क्रोध।
A feeling of intense anger.
ഇൻസ്റ്റാൾ ചെയ്യുക