അർത്ഥം : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ
ഉദാഹരണം :
ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି
പര്യായപദങ്ങൾ : ପିଢ଼ି
മറ്റ് ഭാഷകളിലേക്കുള്ള വിവർത്തനം :
Group of genetically related organisms constituting a single step in the line of descent.
generationഅർത്ഥം : ବ୍ୟାକରଣରେ ସର୍ବନାମର ସେହି ପ୍ରଭେଦ ଯେଉଁଥିରୁ ସର୍ବନାମର ପ୍ରୟୋଗ ବକ୍ତା, ଶ୍ରୋତା, ସଂବୋଧିତ ବ୍ୟକ୍ତି ବା ଅନ୍ୟ କାହା ପାଇଁ ହୋଇଛି ବୋଲି ଜଣାପଡ଼େ
ഉദാഹരണം :
ବ୍ୟାକରଣ ଅନୁସାରେ ପୁରୁଷ ତିନି ପ୍ରକାରର
പര്യായപദങ്ങൾ : ବ୍ୟାକରଣୀୟ ପୁରୁଷ
മറ്റ് ഭാഷകളിലേക്കുള്ള വിവർത്തനം :
व्याकरण में सर्वनामों का वह भेद जिससे यह जाना जाता है कि सर्वनाम का प्रयोग वक्ता के लिए हुआ है या श्रोता या संबोध्य या किसी और के लिए।
व्याकरण के अनुसार पुरुष तीन प्रकार के होते हैं।