അർത്ഥം : ହିନ୍ଦୁମାନଙ୍କର ଜଣେ ପ୍ରମୁଖ ଦେବତା ଯାହାଙ୍କୁ ସୃଷ୍ଟିର ପାଳନ କର୍ତ୍ତା ବୋଲି ବିଚାରକରାଯାଏ
ഉദാഹരണം :
ରାମ ଓ କୃଷ୍ଣ ବିଷ୍ଣୁଙ୍କର ଅବତାର
പര്യായപദങ്ങൾ : କମଳପତି, କମଳାକାନ୍ତ, କମଳେଶ, ଚକ୍ରଧର, ଚକ୍ରପାଣି, ଜଗଦୀଶ, ଜନାର୍ଦନ, ନାରାୟଣ, ବାସୁଦେବ, ବିଷ୍ଣୁ, ମହେନ୍ଦ୍ର, ରମାପତି, ରମେଶ, ଶାରଙ୍ଗପାଣି, ଶ୍ରୀକାନ୍ତ, ଶ୍ରୀନିବାସ, ହରି
മറ്റ് ഭാഷകളിലേക്കുള്ള വിവർത്തനം :
हिन्दुओं के एक प्रमुख देवता जो सृष्टि का पालन करने वाले माने जाते हैं।
राम और कृष्ण विष्णु के ही अवतार हैं।The sustainer. A Hindu divinity worshipped as the preserver of worlds.
vishnuഅർത്ഥം : ଯାହାର ଆଖି ପଦ୍ମ ଭଳି ସୁନ୍ଦର
ഉദാഹരണം :
ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
പര്യായപദങ്ങൾ : ଅରବିନ୍ଦ ନୟନ, କମଳ ଲୋଚନ, କମଳନେତ୍ର, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ରାଜୀବଲୋଚନ
മറ്റ് ഭാഷകളിലേക്കുള്ള വിവർത്തനം :
जिसकी आँखे कमल के समान सुंदर हों।
राधा कमलनयन कृष्ण से प्रेम करती थी।