അർത്ഥം : ସଫେଦା ଆମ୍ବର ଗଛ
ഉദാഹരണം :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
പര്യായപദങ്ങൾ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ ଆମ୍ବ, ସଫେଦା, ସଫେଦା ଆମ୍ବ
മറ്റ് ഭാഷകളിലേക്കുള്ള വിവർത്തനം :
Large evergreen tropical tree cultivated for its large oval fruit.
mangifera indica, mango, mango treeഅർത്ഥം : ବିଲେଇ ଜାତିର ଗୋଟିଏ ହିଂସ୍ର ଜଙ୍ଗଲୀ ପଶୁ
ഉദാഹരണം :
ଚିତାବାଘ ଖୁବ ଜୋରରେ ଦୌଡ଼ିପାରିବା ପଶୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧଳାରଂଗର ହାତୀ
ഉദാഹരണം :
ଚିଡ଼ିଆଖାନାରେ ଆମେ ଏକ ଧଳାହାତୀ ଦେଖିଲୁ
പര്യായപദങ്ങൾ : ଧଳାହାତୀ, ଶ୍ୱେତକୁଂଜର, ଶ୍ୱେତଦିଗ୍ଗଜ, ଶ୍ୱେତହସ୍ତୀ
മറ്റ് ഭാഷകളിലേക്കുള്ള വിവർത്തനം :
सफेद रंग का हाथी।
चिड़ियाघर में हमने एक सफेद हाथी देखा।Albinic Indian elephant. Rare and sometimes venerated in east Asia.
white elephantഅർത്ഥം : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ഉദാഹരണം :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
പര്യായപദങ്ങൾ : ସଫେଦା, ସଫେଦା ଆମ୍ବ
മറ്റ് ഭാഷകളിലേക്കുള്ള വിവർത്തനം :
Large oval tropical fruit having smooth skin, juicy aromatic pulp, and a large hairy seed.
mangoഅർത്ഥം : ଗୋଟିଏ ଦିଗ୍ଗଜ
ഉദാഹരണം :
ଆଗ୍ନେୟ କୋଣର ଦିଗ୍ଗଜ ହେଉଛନ୍ତି ପୁଣ୍ଡରୀକ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical being