അർത്ഥം : ଗାଉନ ପଛର ଯେଉଁ ଲମ୍ବାଅଂଶ ଭୂଇଁକୁ ଛୁଏଁ
ഉദാഹരണം :
ବିବାହକୁ ଆସିଥିବା ବିଦେଶୀ ମହିଳାର ଗାଉନ କାନି ତଳେ ଘୁଷୁରୁଛି
പര്യായപദങ്ങൾ : ଗାଉନ କାନି
മറ്റ് ഭാഷകളിലേക്കുള്ള വിവർത്തനം :
Piece of cloth forming the long back section of a gown that is drawn along the floor.
The bride's train was carried by her two young nephews.അർത്ഥം : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
ഉദാഹരണം :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୟୂରର ପୁଚ୍ଛ
ഉദാഹരണം :
ଏହି ପଙ୍ଖା ମୟୂର ପୁଚ୍ଛରେ ତିଆରି
പര്യായപദങ്ങൾ : କଳାପ, ମୟୂର ପୁଚ୍ଛ, ଶ୍ରୀଖଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :
Feather growing from the tail (uropygium) of a bird.
tail feather