അർത്ഥം : ଯିଏ କୌଣସି ରୋଗରେ ପୀଡ଼ିତ
ഉദാഹരണം :
ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି
പര്യായപദങ്ങൾ : ଅସୁସ୍ଥ, ବେମାର, ରୋଗଗ୍ରସ୍ତ, ରୋଗଣା, ରୋଗଣିଆ, ରୋଗୀ
മറ്റ് ഭാഷകളിലേക്കുള്ള വിവർത്തനം :
Somewhat ill or prone to illness.
My poor ailing grandmother.അർത്ഥം : ଯାହାକୁ ଦୁଃଖ ବା କଷ୍ଟ ହୋଇଛି
ഉദാഹരണം :
ଦୁଃଖୀ ମଣିଷ ହିଁ ଅନ୍ୟର ଦୁଃଖକୁ ଅନୁଭବ କରିପାରେ
പര്യായപദങ്ങൾ : ଆର୍ତ୍ତ, ଦୁଃଖିତ, ଦୁଃଖୀ, ବିଷର୍ଣ୍ଣ, ବିଷାଦଗ୍ରସ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
जिसे दुख या कष्ट पहुँचा हो।
दुखी मनुष्य को ही दूसरों के दुख का एहसास होता है।Afflicted with or marked by anxious uneasiness or trouble or grief.
Too upset to say anything.