അർത്ഥം : ପିନ୍ଧିବା ବା ଧାରଣ କରିବା କ୍ରିୟା
ഉദാഹരണം :
ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
പര്യായപദങ്ങൾ : ପରିଧାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
ഉദാഹരണം :
ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
പര്യായപദങ്ങൾ : ଧାରଣ କରିବା, ପରିଧାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :