അർത്ഥം : ଆଶ୍ୱିନ କୃଷ୍ଣ ପ୍ରତିପଦାରୁ ଅମାବସ୍ୟାପର୍ଯ୍ୟନ୍ତ ପକ୍ଷ,ଯେଉଁଥିରେ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଏବଂ ବ୍ରାହ୍ମଣ ଭୋଜନ ଦିଆଯାଇଥାଏ
ഉദാഹരണം :
ମୋର ବୁଢ଼ାବାପା ଆସନ୍ତା ପିତୃପକ୍ଷରେ ପିଣ୍ଡ ଦାନ କରିବା ପାଇଁ ଗୟାକୁ ଯିବେ
പര്യായപദങ്ങൾ : ପିତରପକ୍ଷ, ପ୍ରେତପକ୍ଷ, ଶ୍ରାଦ୍ଧପକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :
An amount of time.
A time period of 30 years.