അർത്ഥം : ନଳ ଆକାରର ଏକ ଉପକରଣ ଯାହା ସାହାଯ୍ୟରେ ତରଳ ପଦାର୍ଥକୁ ଭିତକୁ ଟାଣିନେଇ ପୁନଶ୍ଚ ଛିଞ୍ଚାଡ଼ିକରି ବାହାରକୁ ଜୋରରେ ଫିଙ୍ଗାଯାଏ
ഉദാഹരണം :
ହୋଲି ଦିନ ପିଲାମାନେ ପିଚକାରୀରେ ରଙ୍ଗ ଭର୍ତ୍ତିକରି ଜଣେ ଅନ୍ୟ ଉପରକୁ ଫିଙ୍ଗନ୍ତି
പര്യായപദങ്ങൾ : ପିଚକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
An applicator resembling a gun for applying liquid substances (as paint) in the form of a spray.
spray gun