അർത്ഥം : ପିଇବା କାମ
ഉദാഹരണം :
ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
പര്യായപദങ്ങൾ : ପାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତରଳ ବସ୍ତୁକୁ ମୁହଁରୁ ଗଳା ତଳକୁ ଖସାଇବା
ഉദാഹരണം :
ସେ କ୍ଷୀର ପିଉଛି
പര്യായപദങ്ങൾ : ପାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ഉദാഹരണം :
ଜିଲାପି ଭଲଭାବେ ବୁଡ଼ିନାହିଁ
പര്യായപദങ്ങൾ : ବୁଡ଼ିବା, ମିଶିବା, ଲାଗିବା, ଶୋଷିବା
മറ്റ് ഭാഷകളിലേക്കുള്ള വിവർത്തനം :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।അർത്ഥം : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
ഉദാഹരണം :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
പര്യായപദങ്ങൾ : ଖାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ഉദാഹരണം :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
പര്യായപദങ്ങൾ : ଅବଶୋଷିତ କରିବା, ଟାଣିବା, ଶୋଷଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :