അർത്ഥം : ଯେଉଁ ଛୋଟ ପୁସ୍ତିକାରେ କୌଣସି ବ୍ୟାଙ୍କରେ ଜମାକରାଯାଇଥିବା ଓ ଉଠାଯାଇଥିବା ଟଙ୍କାପଇସାର ହିସାବ ଥାଏ
ഉദാഹരണം :
ମୋତେ ବ୍ୟାଙ୍କରୁ ଏକ ନୂଆ ପାସବୁକ ନେବାକୁ ହେବ
മറ്റ് ഭാഷകളിലേക്കുള്ള വിവർത്തനം :
एक प्रकार की छोटी पुस्तिका जिसमें किसी बैंक में जमा किए गए और निकाले गए पैसे का हिसाब होता है।
मुझे बैंक से एक नया पासबुक लेना है।