അർത്ഥം : କୌଣସି ସ୍ଥାନ ବା ପଦାର୍ଥର ସେହି ଦୁଇ ପାଖ ବା କୋଣ ଯାହା ପରବର୍ତ୍ତି ବା ପୂର୍ବବର୍ତ୍ତିଠାରୁ ଭିନ୍ନ ହୋଇଥାଏ
ഉദാഹരണം :
ପତ୍ରର ଅନ୍ୟ ପାର୍ଶ୍ୱ ହଳଦିଆ ହୋଇଥାଏ
പര്യായപദങ്ങൾ : ପାଖ
മറ്റ് ഭാഷകളിലേക്കുള്ള വിവർത്തനം :
किसी स्थान या पदार्थ के वे दोनों छोर या किनारे जो अगले या पिछले से भिन्न हों।
पत्र का दूसरा पक्ष पीला है।An extended outer surface of an object.
He turned the box over to examine the bottom side.അർത്ഥം : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
ഉദാഹരണം :
ଶ୍ୟାମ ମୋ କଡ଼ରେ ବସିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
A place within a region identified relative to a center or reference location.
They always sat on the right side of the church.അർത്ഥം : କାଖ ଓ ଅଣ୍ଟା ମଧ୍ୟ ଭାଗର ଯେଉଁ ସ୍ଥାନରେ ପଞ୍ଜରା ହାଡ଼ ଥାଏ
ഉദാഹരണം :
ସୀମା ତାର ସ୍ୱାମୀଙ୍କ ପାଖକୁ ଲାଗି ବସିଲା
മറ്റ് ഭാഷകളിലേക്കുള്ള വിവർത്തനം :
The side between ribs and hipbone.
flankഅർത്ഥം : ଅନ୍ୟ ସ୍ଥାନକୁ ଆଧାର କରି ଦର୍ଶାଇ ଦିଆଯାଉଥିବା ସ୍ଥାନ
ഉദാഹരണം :
ତାଙ୍କର ଘର ମନ୍ଦିରର ଡାହାଣ ପଟକୁ ପଡ଼ିବ
മറ്റ് ഭാഷകളിലേക്കുള്ള വിവർത്തനം :
A place within a region identified relative to a center or reference location.
They always sat on the right side of the church.